ଡୋପ ଟେଷ୍ଟରେ ଧରାପଡ଼ିଲେ ଦୂତୀ : ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଅସ୍ୱୀକାର କଲେ ଧାବିକା

ଭୁବନେଶ୍ୱର: ଡୋପ ଟେଷ୍ଟରେ ବିଫଳ ହେଲେ ଅଲିମ୍ପିଆନ ଦୂତୀ ଚାନ୍ଦ। ଡୋପ ଟେଷ୍ଟରେ ଫଳାଫଳ ପଜେଟିଭ ଆସିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରୀକ୍ଷାର ଫଳକୁ ଦେଖି ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଏଭଳି ଲେଖାଥିବା ସୂଚନା ନିଉଜ୍ ଏଜେନ୍ସି ପିଟିଆଇ ଟ୍ୱିଟ କରିବା ପରେ ଏବେ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇବା ସହ ଦୂତୀଙ୍କୁ … Continue reading ଡୋପ ଟେଷ୍ଟରେ ଧରାପଡ଼ିଲେ ଦୂତୀ : ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଅସ୍ୱୀକାର କଲେ ଧାବିକା